Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁଇଟି କଣ୍ଟେନର ଜବତ, ୧୮ଟି ଷଣ୍ଢ ଗୋରୁ ଉଦ୍ଧାର

Odisha

ଦୁଇଟି କଣ୍ଟେନର ଜବତ, ୧୮ଟି ଷଣ୍ଢ ଗୋରୁ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago
ଦୁଇଟି କଣ୍ଟେନର ଜବତ, ୧୮ଟି ଷଣ୍ଢ ଗୋରୁ ଉଦ୍ଧାର

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ପୋଲିସ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଏସି କଣ୍ଟେନର ଓ ଆଇଚର ବୋଝେଇ ଗୋରୁ ଓ ଗୋମାଂସ ଜବତ।  ଜିଲ୍ଲାପାଳ ଅଫିସ ନିକଟ ଓ ପେଟ୍ରୋଲ ପମ୍ପ ଠାରୁ ଜବତ ହୋଇଛି ଏହି ଦୁଇ ଗୋଟି ଗାଡ଼ି। କଣ୍ଟେନର ରେ ବିପୁଳ ପରିମାଣର ଗୋ ମାଂସ ଥିବା ବେଳେ ଅନ୍ୟ କଣ୍ଟେନର ରେ 18ଟି ଷଣ୍ଢଗୋରୁ ଥିବା ଜଣାପଡିଛି। କଣ୍ଟେନର  କଲିକତା ରୁ ହାଇଦ୍ରାବାଦ ଯାଉଥିବା ବେଳେ ଆଇଚର କଲିକତା ଅଭିମୁଖେ ଯାଉଥିଲା।  ଏଥିରେ 3ଜଣଙ୍କୁ ଅଟକ ରଖିଥିବା ବେଳେ ଏମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି ଖୋର୍ଦ୍ଧା ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two AC containers and beef seized | Argus News