Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଲଭର୍ଟରେ ପିଟିହୋଇ ଦୁଇ ବାଇକ ଆରୋହୀ ଗୁରୁତର

Odisha

କଲଭର୍ଟରେ ପିଟିହୋଇ ଦୁଇ ବାଇକ ଆରୋହୀ ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago
କଲଭର୍ଟରେ ପିଟିହୋଇ ଦୁଇ ବାଇକ ଆରୋହୀ ଗୁରୁତର

ଅର୍ଗସ ବ୍ୟୁରୋ: ନିର୍ମାଣଧୀନ କଲଭର୍ଟରେ ପିଟିହୋଇ ଦୁଇ ବାଇକ ଆରୋହୀ ଗୁରୁତର। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ହରିପୁର ଛକରେ ଅଭାବନୀୟ ଘଟଣା। ଶନିବାର ବିଳମ୍ବିତ ରାତ୍ରିରେ ନିର୍ମାଣଧୀନ କଲଭର୍ଟରେ ପିଟିହୋଇ ଦୁଇ ବାଇକ ଆରୋହୀ ଗୁରୁତର l ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l

ରଣପୁର ଠାରୁ ଦର୍ପନାରାୟଣ ପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାମ ପାଇଁ ଦୀର୍ଘ ଦିନ ହେବ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି ନିର୍ମାଣଧୀନ କଲଭର୍ଟ l ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two bikers are critical after being hit by a culvert ​ | Argus News