ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ବାପା ମୃତ
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଲର୍କିପାଲି ଆଇଟିଆଇ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ପରିବାର ଲୋକେ ଖୁସିରେ ବାହାରିଥିଲେ। କିନ୍ତୁ କିଏ ଜାଣିଥିଲା ଏମିତି ରାସ୍ତାରେ ଜଗି ବସିଥିବ କାଳ। ଆଉ ସ୍ତ୍ରୀ ଝିଅ ସାମ୍ନାରେ ଏମିତି ଚାଲିଯିବ ଜୀବନ।
ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅ ଏବଂ ମା' ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଘର ବିରିକେଲ ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: