Videos
|
Odisha

୫୦ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ

Swayangprajna Mishra
Browse all articles by Swayangprajna Mishra
·1 year ago
୫୦ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ

ଅର୍ଗସ ବ୍ୟୁରୋ : ୫୦ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ , ଗଞ୍ଜେଇ ମାଫିଆ ଗିରଫ । ବୌଦ୍ଧ ଥାନା ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୋଲିସ ଟିମ ଗଠନ କରି ମୂର୍ଷୁଣ୍ଡି ନିକଟରେ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଲା l

ଅଧିକ ପଢନ୍ତୁ : ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ

ଘଟଣା ସ୍ତଳରେ 50କେଜି ଗଞ୍ଜଇ ଜବତ କରିବା ସହ ଦୁଇଟି କାର ଜବତ ଓ ସମ୍ପୃକ୍ତ ଗଞ୍ଜେଇ ମାଫିଆ କୁ ଗିରଫ କରାଯାଇଛି l ଅଭିଯୁକ୍ତ ଜଣକ ସମ୍ବଲପୁର ଜିଲ୍ଲା ରେଢ଼ା ଖୋଲ ଥାନା ଶିମିଳିପାଳ ଗ୍ରାମର ଜିତେନ୍ଦ୍ର ସାହୁ ବୋଲି ଜଣା ପଡିଛି l                     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two cars were seized with 50 kg of cannabis | Argus News