ପୋଖରୀରେ ବୁଡି ଦୁଇ ମୃତ
·2 years ago

ଭଦ୍ରକ: ପୋଖରୀରେ ବୁଡି ଦୁଇ ମୃତ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋହିରାଟିକିରି ମଠ ପାଖ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।
ମୃତକ ହେଲେ ହେମନ୍ତ ବିଶ୍ବାଳ ଓ କାନ୍ନା ବିଶ୍ଵାଳ, ତାଙ୍କ ଘର ଭଣ୍ଡାରିପୋଖରୀ କୋରିଗାଁ ପଞ୍ଚାୟତର ନାରୋଗଡିଆ ଗ୍ରାମରେ। ଉଭୟ ଶୌଚ ହେବାକୁ ଆସି ପୋଖରୀ ବୁଡି ଯାଇଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: