Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇଜଣ ନକଲି ଶିକ୍ଷକ ଧରାପଡିଛନ୍ତି ଆଉ, ଜଣେ ଫେରାର

Rashmita Mishra
Browse all articles by Rashmita Mishra
·1 year ago
ଦୁଇଜଣ ନକଲି ଶିକ୍ଷକ ଧରାପଡିଛନ୍ତି ଆଉ, ଜଣେ ଫେରାର

ଅର୍ଗସ ବ୍ୟୁରୋ: ବନ୍ଧା ହେଲେ ନକଲି ଶିକ୍ଷକ । ବରପାଲି ବ୍ଲକ ସତଲମା ଗାଁର ପଦ୍ମ ଚରଣ ସାହୁଙ୍କୁ ଗିରଫ କରିଛି ଭେଡେନ ପୋଲିସ । ଭେଡେନ ବ୍ଲକରେ ନକଲି ସାର୍ଟିଫିକେଟ ଦେଇ 2005 ମସିହାରେ ନିଯୁକ୍ତ ହୋଇଥିବା ଦୁଇ ନକଲି ଶିକ୍ଷକ ଚି଼ହ୍ନଟ ହୋଇଥିଲେ । ଆଉ ଜଣେ ଫେରାର ଅଛି । ନକଲି ଶିକ୍ଷକଙ୍କୁ ନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ନକଲି ଶିକ୍ଷକ ଧରାପଡିଛନ୍ତି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two fake teachers have been caught and one is returning | Argus News