Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ଆସିଲା ଦୁଇଟି ଜିରାଫ

Manini Pattanayak
Browse all articles by Manini Pattanayak
·1 year ago
ଓଡିଶା ଆସିଲା ଦୁଇଟି ଜିରାଫ

ଜଳେଶ୍ବର: ଓଡିଶା ଆସିଲା ଦୁଇଟି ଜିରାଫ । ଏକ ଟ୍ରଲରରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ଦୁଇଟି ଜିରାଫକୁ ଅଣାଯାଇଛି । ପୂର୍ବାହ୍ନ ୧୦.୩୫ ସମୟରେ ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଓଡିଶାକୁ ପ୍ରବେଶ କରିଛି ।

ନନ୍ଦନକାନନ ରେ ରଖାଯିବା ନେଇ ସୂଚନା ପଶ୍ଚିମବଙ୍ଗ ଆଲିପୁର ରୁ ଆସିଥିବା ସୂଚନା । ପ୍ରବେଶ ସମୟରେ ଜଳେଶ୍ବର ଏସ ଡ଼ି ପି ଓ ଦିଲ୍ଲୀପ ସାହୁ ଉପସ୍ଥିତ ରହିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two giraffes came to Odisha | Argus News