Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେମୁଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ

Odisha

ରେମୁଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ

Ritu Das
Browse all articles by Ritu Das
·2 years ago
ରେମୁଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ

ଅର୍ଗସ ବ୍ୟୁରୋ: ବାଲେଶ୍ବର ରେମୁଣା ଗନିପୁର ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା । ଓଡ଼ିଆ ନବବର୍ଷ ଅଭିମୁଖେ ବାଲେଶ୍ବର ବଜରଙ୍ଗ ଦଳର ଏକ ଶୋଭାଯାତ୍ରା ସହରରେ ପରିକ୍ରମା ଲାଗି ବାହାରି ଥିବାବେଳେ ରେମୁଣା ଗନିପୁରରେ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। 

ଘଟଣା ସ୍ଥଳରେ ଜୟ ଶ୍ରୀ ରାମ ନାରାକୁ ନେଇ ଉତ୍ତେଜନା ହୋଇଥିବା ବେଳେ ଉଭୟ ସଂପ୍ରଦାୟଙ୍କ ମଧ୍ୟରେ ପଥର ମାଡ଼ ହୋଇଥିଲା। ଘଟଣା ସ୍ଥଳରେ ୧୦ ରୁ ଅଧିକ ଗୁରୁତ୍ଵ ହୋଇଥିବା ବେଳେ ରେମୁଣା ପୋଲିସ ଘଟଣା ସ୍ଥଳରେ ମୁତୟନ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two groups | Argus News