Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ, ୨ ଗୁରୁତର

Odisha

Student Violence / ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ, ୨ ଗୁରୁତର

Rashmita Mishra
Browse all articles by Rashmita Mishra
·1 hour ago
ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ, ୨ ଗୁରୁତର
Student Violence

Key Points

ବିଜେବି କଲେଜରେ ଗୋଷ୍ଠୀ ସଂଘଷ । 
ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ, ୨ ଗୁରୁତର । 

ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ । ପ୍ରାଥମିକ ସୂଚନାନୁଯାୟୀ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ । ଗତ କିଛି ଦିନ ତଳେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରୀମାନଙ୍କୁ କମେଣ୍ଟ ମାରିଥିଲେ କଲେଜର କିଛି ଛାତ୍ର । ପ୍ରିନ୍ସିପାଲଙ୍କ ରୁମ୍‌ରେ ଚାଲିଥିଲା ଆଲୋଚନା । ବିଜେବି କଲେଜରେ ଏକ ନିଦ୍ଧିଷ୍ଟ ଛାତ୍ର ଗୋଷ୍ଠୀ ପ୍ରିନ୍ସିପାଲଙ୍କ ଚାମ୍ବର ଭିତରେ ମାରାଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୨ ଜଣ ଛାତ୍ର ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଛାତ୍ର ହେଲେ ମଲ୍ଲିକ ସମିମ ଅତର ଓ ଯୋଗେଶ ଜେନା ।

ଅଧିକ ପଢ଼ନ୍ତୁ: ମାଲେରିଆ ନିରାକରଣ ପାଇଁ ନୂଆ ଯୋଜନା, ବୈଠକରେ ବଡ଼ ଘୋଷଣା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student Violence | Clash Between Two Student Groups at BJB College, 2 Critically Injured | Argus News