ଦୁର୍ଘଟଣାରେ ଦୁଇ ଆହତ
·2 years ago

ଭୁବନେଶ୍ୱର: ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା । ବସ ଓ ଦୁଇଟି କାର ପଛକୁ ପଛ ଧକ୍କା । ଦୁର୍ଘଟଣା ପରେ ରସୁଲଗଡ଼ ପର୍ଯ୍ୟନ୍ତ ରାସ୍ତା ଜାମ ।
ଘଟଣାସ୍ଥଳରେ ସହିଦ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ଦୁଇ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନ ଯୋଗୁ ଦୁର୍ଘଟଣା ଘଟିଥିବା ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: