Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବବର୍ଷରେ ବଡ ଅଘଟଣ, ଡିଭାଇଡରକୁ ପିଟିଲା କାର୍ 

Smruti Parija
Browse all articles by Smruti Parija
·2 years ago
ନବବର୍ଷରେ ବଡ ଅଘଟଣ, ଡିଭାଇଡରକୁ ପିଟିଲା କାର୍ 

ଭଦ୍ରକ: ଓଡିଆ ନବ ବର୍ଷରେ ଭୟଙ୍କର ଦୁର୍ଘଟଣା । ଗାଁ ଠୁ ସହର ସବୁଠି ଆନନ୍ଦ ଉଲ୍ଲାସରେ ପଣା ସଂକ୍ରାନ୍ତି ପାଳନ ହେଉଥିବାବେଳେ ଦୁର୍ଘଟଣାରେ ଆଖିବୁଜିଛନ୍ତି ବାପା-ଝିଅ ।  16 ନଂ ଜାତୀୟ ରାଜପଥରେ ଆଖୁଆପଦା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପୁରୀରୁ କଲିକତା ଅଭିମୁଖେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଭାରସ୍ୟାମ ହରାଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-killed-in-accident-at-bhadrak | Argus News