Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଗାଣ ବର୍ଷାରେ ଭୁଶୁଡ଼ିଲା ଦୁଇ ଲକ୍ଷ ଟଙ୍କାର ଆବର୍ଜନା କୁଣ୍ଡ

Odisha

ଲଗାଣ ବର୍ଷାରେ ଭୁଶୁଡ଼ିଲା ଦୁଇ ଲକ୍ଷ ଟଙ୍କାର ଆବର୍ଜନା କୁଣ୍ଡ

Ritu Das
Browse all articles by Ritu Das
·1 year ago
ଲଗାଣ ବର୍ଷାରେ ଭୁଶୁଡ଼ିଲା ଦୁଇ ଲକ୍ଷ ଟଙ୍କାର ଆବର୍ଜନା କୁଣ୍ଡ

ଅର୍ଗସ ବ୍ୟୁରୋ: ଗ୍ରାମର ମଇଳା ଆବର୍ଜନାକୁ ଗୋଟିଏ ସ୍ଥାନରେ ସଂରକ୍ଷଣ କରିବା ପାଇଁ ସମସ୍ତ ଗ୍ରାମରେ ଆବର୍ଜନା କୁଣ୍ଡ ନିର୍ମାଣ ହୋଇଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ପାକଟିଆ ହାଟ ପଡ଼ିଆ ଠାରେ ଦୁଇଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଆବର୍ଜନା କୁଣ୍ଡ ସାମାନ୍ୟ ପବନ ବର୍ଷାରେ ଭୁଶୁଡ଼ି ଯାଇଛି। 

ପିଲର୍ ଓଲଟି ପଡ଼ିବା ସହ ଆଜବେଷ୍ଟସ ଉଡ଼ିଯାଇଛି। ଏକ ବର୍ଷ ମଧ୍ୟରେ ସାମାନ୍ୟ ବର୍ଷା ପବନରେ ଭୁଶୁଡ଼ି ପଡ଼ିଲା। ନିମ୍ନ ମାନର କାର୍ଯ୍ୟ ହୋଇଛି ବୋଲି ଅଭିଯୋଗ ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Two lakh rupees | Argus News