Videos
|
Odisha

ଟ୍ରକ୍ ତଳେ ଚାପିହୋଇ ଚାଲିଗଲା ଦୁଇ ଜୀବନ

Ritu Das
Browse all articles by Ritu Das
·2 years ago
ଟ୍ରକ୍ ତଳେ ଚାପିହୋଇ ଚାଲିଗଲା ଦୁଇ ଜୀବନ

ଅର୍ଗସ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଚକ ତଳେ ଚାପି ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ବାରିପଦା ସହର ପାଲବଣୀ ଗୋଲେଇ ନିକଟସ୍ଥ ୧୮ ନଂ ଜାତୀୟ ରାଜପଥ ଉପରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। 

ମୃତକଙ୍କ ପରିଚୟ ମିଳିନଥିବା ବେଳେ ଦୁଇଜଣ ଏକ ସ୍କୁଟିରେ ଯିବା ସମୟରେ ଟ୍ରକ୍ ଟି ଉପରକୁ ମାଡିଯାଇଥିବା ସୂଚନା। ଘଟଣା ସ୍ଥଳରେ ବାରିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two lives | Argus News