Maoist / ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା
·8 months ago·1 min read

Key Points
ପୁଣି ମାଓ ସଂଗଠନକୁ ବଡ଼ ଝଟକା
ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା
ଉଭୟଙ୍କ ନାଁରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଥିଲା ଘୋଷଣା
ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା
ଉଭୟଙ୍କ ନାଁରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଥିଲା ଘୋଷଣା
ପୁଣି ମାଓ ସଂଗଠନକୁ ବଡ଼ ଝଟକା । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା । ଉଭୟଙ୍କ ନାଁରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ଥିଲା ଘୋଷଣା । ହାର୍ଡକୋର୍ କେନ୍ଦ୍ରୀୟ କମିଟି ସଦସ୍ୟ ପୁଲରି ପ୍ରସାଦ ରାଓ ଓରଫ ଚନ୍ଦ୍ରନା କରିଛି ଆତ୍ମସମର୍ପଣ । ତା ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ଇନାମ ରାଶି । ଦୀର୍ଘ ୪୫ ବର୍ଷ ଧରି ମାଓ ସଂଗଠନ ସହ ଥିଲା ଜଡିତ । ସେହିପରି ଚନ୍ଦ୍ରନା ସହ ୨୫ ଲକ୍ଷ ଇନାମୀ ନକ୍ସଲ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ବଣ୍ଡି ପ୍ରକାଶ ମଧ୍ୟ କରିଛି ଆତ୍ମସମର୍ପଣ । ଦିନକୁ ଦିନ ମାଓ ସଙ୍ଗଠନ ଭାଙ୍ଗି ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ସରକାର ମଧ୍ୟ ସେମାନଙ୍କୁ ସମସ୍ତଙ୍କ ସୁବିଧା ଯୋଗାଇଦେବେ।
ଏଥିସହ ପଢ଼ନ୍ତୁ: ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼
ଭାଙ୍ଗୁଛି ମାଓଗଡ। ଧିରେ ଧିରେ ମାଓବାଦୀଙ୍କ ମଧ୍ୟରେ ଥିବା ସେ କ୍ରୁର ପ୍ରକୃତି କମୁଛି। ସେମାନେ ବୁଝୁଛନ୍ତି କି ସମାଜରେ କେମିତି ବଞ୍ଚିବା ଦରକାର। କୌଣସି ହିଂସା ଘଟାଇବା ଅପେକ୍ଷା ସମାଜର ଲୋକମାନଙ୍କ ସହ ମିଶି ଚଳିବା ହେଉଛି ବଡ଼ କଥା। ଏହା ପୂର୍ବରୁ ମଧ୍ୟ ଅନେକ ମାଓବାଦୀ ମାଓଗଡ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ପୂର୍ବରୁ ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ ଦେଖିବାକୁ ମିଳିଥିଲା । ଟଳୁଛି ମାଓ ଗଡ଼ । କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନ ମାଓବାଦୀ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: