Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଜୁ ଜଙ୍ଗଲରେ ଗୁଳିମାଡ଼: ଦୁଇ ଗୁରୁତର 

Odisha

କାଜୁ ଜଙ୍ଗଲରେ ଗୁଳିମାଡ଼: ଦୁଇ ଗୁରୁତର 

Manini Pattanayak
Browse all articles by Manini Pattanayak
·1 year ago
କାଜୁ ଜଙ୍ଗଲରେ ଗୁଳିମାଡ଼: ଦୁଇ ଗୁରୁତର 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗୁଳିକାଣ୍ଡରେ ଦୁଇ ଜଣ ଗୁରୁତର l ଗୁରୁତର ଦୁଇ ଜଣ ଅବକାଶ ଜାନି ଓ ରଘୁନାଥ ଜାନି ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l

ସୂଚନାମୁତାବକ ଆଜି ଉଭୟ କାଜୁ ତୋଳିବା ଲାଗି ଗ୍ରାମ ନିକଟ ତୋଟାକୁ ଯାଇଥିବା ବେଳେ ପଛରୁ ଉଭୟ ଙ୍କୁ କେହି ଗୁଳି ମାଡ଼ କରିଥିଲା l ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଛି l ତେବେ କିଏ ଓ କାହିଁକି ଗୁଳି ମାଡ଼ କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଗୁଡ଼ା ପୋଲିସ ଘଟଣା ର ତଦନ୍ତ ଚଳାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Two people were seriously injured in the firing in the nearby cashew forest | Argus News