|
logo
Live

Argus News - ୨ ଶିକାରୀଙ୍କୁ କରାଯିବ କୋର୍ଟ ଚାଲାଣ  

Odisha

୨ ଶିକାରୀଙ୍କୁ କରାଯିବ କୋର୍ଟ ଚାଲାଣ  

Manini Pattanayak
Browse all articles by Manini Pattanayak
·2 years ago
୨ ଶିକାରୀଙ୍କୁ କରାଯିବ କୋର୍ଟ ଚାଲାଣ  

କେନ୍ଦୁଝର:  ଆନନ୍ଦପୁର ବନବିଭାଗ ପକ୍ଷରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରାଯାଇ ୨ ଶିକାରୀ ଗିରଫ। ଶିକାରୀ ମାନେ ବ୍ୟବହାର କରିଥିବା ସାମଗ୍ରୀ ଜବତ । ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲା । ଚଢ଼ାଉ ସମୟରେ ତେଲକୋଇ ଅଞ୍ଚଳର ଦିଲୁ ଶବର ଓ ପିଲୁ ଶବର ନାମକ ଦୁଇ ଶିକାରୀ ଙ୍କୁ ଗିରଫ କରିଛି ଆନନ୍ଦପୁର ବନବିଭାଗ ।

ଚଢ଼ାଉ ସମୟରେ ଶିକାରୀଙ୍କ ନିକଟରୁ ଗୋଟିଏ ନାଗସାପ, ଏକ ଜଙ୍ଗଲୀ କୁକୁଡ଼ା, ଫାଶ, ୨ଟି ବାଟୁଳି ଏବଂ ୨ ଟି ତୀର ଜବତ କରାଯାଇଛି ।  ୨ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ସହ ଅଧିକ ତଦନ୍ତ ଚାଲିଛି ବୋଲି ଡେପୁଟି ରେଞ୍ଜର କହିଛନ୍ତି । 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨ ଶିକାରୀଙ୍କୁ କରାଯିବ କୋର୍ଟ ଚାଲାଣ   | Argus News