Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟିଟିଲାଗଡ଼ ଜେଲ୍‌ ଭିତରୁ ଦୁଇ କଏଦୀ ଫେରାର୍

Odisha

ଟିଟିଲାଗଡ଼ ଜେଲ୍‌ ଭିତରୁ ଦୁଇ କଏଦୀ ଫେରାର୍

Smruti Parija
Browse all articles by Smruti Parija
·2 years ago
ଟିଟିଲାଗଡ଼ ଜେଲ୍‌ ଭିତରୁ ଦୁଇ କଏଦୀ ଫେରାର୍

ଅର୍ଗସ ବ୍ୟୁରୋ: ଜେଲ୍‌ରୁ 2 କଏଦୀ ଫେରାର । ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଇ ଫେରାର ମାରିଲେ କଏଦୀ । ଟିଟିଲାଗଡ଼ ଜେଲ୍‌ ଭିତରୁ ଦୁଇ କଏଦୀ ସମ୍ଭାବନା ରଣା ଓ ସୁମିତ ବିହାରୀ ଫେରାର ହୋଇଯାଇଥିବା ଜଣାପଡିଛି ।  ଉଭୟ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ । ଗତକାଲି ରାତିରୁ 2 କଏଦୀ ଚମ୍ପଟ ମାରିଥିବା ସୂଚନା ରହିଛି । 

ଜେଲ୍‌ ଭିତରୁ ପାଚେରୀ ଡେଇଁ ଏମାନେ ଫେରାର ହୋଇଯାଇଛନ୍ତି । କେମିତି, କେଉଁଭଳି ପରିସ୍ଥିତିରେ ଏମାନେ ଫେରାର୍ ହେଲେ ସେନେଇ ଚାଲିଛି ଛାନଭିନ୍ । ସେପଟେ ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନବାଚୀ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two prisoners escape from Titilagarh Jail | Argus News