କାର ଓ ଵାଇକ୍ ମୁହାଁମୁହିଁ ଧକ୍କା
·2 years ago

ମୟୂରଭଞ୍ଜ: ସଡକ ର୍ଦୁଘଟଣାରେ ଦୁଇ ଗୁରୁତର।ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଡବନ୍ଧ ନିକଟରେ ଘଟିଛି ର୍ଦୁଘଟଣା । ସୂଚନା ଅନୁସାରେ ଏକ କାର ଓ ଵାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ତଳେ ପଡିଯାଇଥିଲେ ।ଗୁରୁତର ମାନେ ହୋଉଛନ୍ତି ସୁଲାଇପାଟ ଅଂଚଳର ଫକିର ପାତ୍ର ଏବଂ ମହିଳା ମଂଜୁଲତା ପାତ୍ର ।
ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଅଟୋ ଯୋଗେ ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଘଟଣାଟି ଆଜି ସକାଳ୯ ଟା ପାଖାପାଖି ସମୟରେ ଘଟିଥିଲା। ସେଠାରେ ସ୍ଥାନୀୟ ପୋଲିସ ପହଚିଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: