Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  କାନ୍ଥ ପଡି ଦୁଇ ଭଉଣୀ ଗୁରୁତର 

Odisha

 କାନ୍ଥ ପଡି ଦୁଇ ଭଉଣୀ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago
 କାନ୍ଥ ପଡି ଦୁଇ ଭଉଣୀ ଗୁରୁତର 

କେନ୍ଦୁଝର: କେନ୍ଦୁଝର ଝୁମ୍ପୁରା ବ୍ଲକ୍ ଧନୁର୍ଜୟପୁର ଗାଁରେ ଅଘଟଣ । ରୋଷେଇ ସମୟରେ ମାଟି କାନ୍ଥ ଭାଙ୍ଗି ଦୁଇ ଭଉଣୀ ଗୁରୁତର । ଉଭୟଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କୋହଲା ପାଗ ପାଇଁ ମଙ୍ଗଳବାର ରାତିରେ ଚୁଲି ପାଖରେ ନିଆଁ ପୋଉଁଥିବା ବେଳେ ଦୁର୍ବଳ ଥିବା କାନ୍ଥ ଭାଙ୍ଗି ପଡ଼ିଥିଲା । ଯେଉଁଥିରେ ଦୁଇ ଭଉଣୀ ଦମୟନ୍ତୀ ନଏକ ଓ ରୁଦ୍ରାଣୀ ଗୁରୁତର ଆହତ ହୋଇଛି ।

ଅଧିକ ପଢନ୍ତୁ  ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two sisters are seriously injured when the clay wall breaks while cooking. | Argus News