Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୁନାଚେନ୍ ଛିନତାଇ ବେଳେ ଧରିଲା ପୋଲିସ୍‌ 

Odisha

ସୁନାଚେନ୍ ଛିନତାଇ ବେଳେ ଧରିଲା ପୋଲିସ୍‌ 

Manini Pattanayak
Browse all articles by Manini Pattanayak
·2 years ago
ସୁନାଚେନ୍ ଛିନତାଇ ବେଳେ ଧରିଲା ପୋଲିସ୍‌ 

ପୁରୀ:  ଶ୍ରୀମନ୍ଦିରରୁ ଦୁଇ ମହିଳା ଲୁଟେରା ଅଟକ। ସୁନାଚେନ୍ ଛିନତାଇ ବେଳେ ଦୁଇ ମହିଳା ଲୁଟେରାଙ୍କୁ ଧରିଲା ପୋଲିସ। ସାଧା ପୋଷାକଧାରୀ ପୋଲିସଙ୍କ ଦ୍ଵାରା ବାହାରକାଠ ନିକଟ ଦର୍ଶନ ବେଳେ ଲୁଟେରା କାବୁ।ସେମାନଙ୍କ ଠାରୁ ଦୁଇଟି ସୁନାଚେନ ଜବତ । ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି ଦୁଇ ଲୁଟେରା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two women robbers detained from puri temple | Argus News