Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଯୁବକଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago
ଦୁଇ ଯୁବକଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ:  ପରିଚୟ ମାଗିବାରୁ ଦୁଇ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଶଙ୍କର ପ୍ରଧାନ ଓ ଶ୍ରୀଧର ପରିଡାଙ୍କୁ କିଛି ଫେରିବାଲା ଆକ୍ରମଣ କରିଥିବା ଇନଫୋସିଟି ଅଭିଯୋଗ ହୋଇଛି । ଆଜି ସକାଳୁ କିଛି ଫେରିବାଲା ବୁଲୁଥିବା ବେଳେ ସନ୍ଦେହ ହେବାରୁ ସେମାନେ ପରିଚୟ ପଚାରିବା ସହ ଆଧାର କାର୍ଡ ଦେଖେଇବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶଙ୍କର ଓ ଶ୍ରୀଧରଙ୍କୁ କିଛି ଫେରିବାଲା ସଙ୍ଘବଧ ଭାବେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁୂ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two youths attacked, police investigation started | Argus News