Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ, ଆଜି ପୁଣି ୩୦ଟି ସ୍ଥାନରେ ଲାଗିଛି ନିଆଁ

Odisha

ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ, ଆଜି ପୁଣି ୩୦ଟି ସ୍ଥାନରେ ଲାଗିଛି ନିଆଁ

Banajyotshna Ray
Browse all articles by Banajyotshna Ray
·2 years ago
ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ,  ଆଜି ପୁଣି ୩୦ଟି ସ୍ଥାନରେ ଲାଗିଛି ନିଆଁ

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ । ଆଜି ପୁଣି 30ଟି ସ୍ଥାନରେ ଲାଗିଛି ନିଆଁ । ଉତ୍ତର ଶିମିଳି ପାଳର ଗୁଡୁ ଗୁଡ଼ିଆ, କେନ୍ଦୁ ମୁଣ୍ଡି ଏବଂ ଦକ୍ଷିଣ ଶିମିଳିପାଳର ତାଳବନ୍ଧ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଛି । ଗୋଟାଏ ପାହାଡରୁ ଅନ୍ୟ ପାହାଡକୁ ଡେଇଁ ଚାଲିଛି । ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଉଛି । ନିଆଁକୁ ଲିଭାଇବାରେ ନାକେଦମ୍ ହୋଇପଡିଲାଣି ବନବିଭାଗ । ଗତକାଲି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ୧୩ଟି ପଏଣ୍ଟରେ ଲାଗିଥିଲା ନିଆଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uncontrolled fire in Similipal sanctuary, fire has broken out in 30 places today | Argus News