Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆର .ଆଇ ଅଫିସ ନିକଟରୁ ଅଜଣା ମୃତ ଦେହ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 year ago
ଆର .ଆଇ ଅଫିସ ନିକଟରୁ ଅଜଣା ମୃତ ଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁର ବଜାର ନିକଟ ଆର .ଆଇ ଅଫିସ ପାଖରୁ ଏକ କାର ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଜଣେ ଅବସର ପ୍ରାପ୍ତ ଏୟାର୍ ଫୋର୍ସ କର୍ମଚାରୀ ଥିଲେ ବୋଲି ସୂଚନା ମିଳିଛି । ମୃତ ଦେହକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହୃଦ୍ ଘାତ ରେ ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unidentified body recovered from RI office | Argus News