Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ  କଲେ ଧର୍ମେନ୍ଦ୍ର ପ୍ରଧାନ 

Odisha

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ  କଲେ ଧର୍ମେନ୍ଦ୍ର ପ୍ରଧାନ 

Manini Pattanayak
Browse all articles by Manini Pattanayak
·2 years ago
ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ  କଲେ ଧର୍ମେନ୍ଦ୍ର ପ୍ରଧାନ 

ଢେଙ୍କନାଳ:  ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ୨୩ଟି ଡାକ ଘରର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଢେଙ୍କାନାଳ ଜିଲ୍ଲା RTO ଅଫିସ୍ ନିକଟରେ ଥିବା ଜିଲ୍ଲା ଆଡିଟୋରିୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ଅନ୍ୟ ବିଜେପି ନେତା ଯୋଗ ଦେଇଛନ୍ତି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan inaugurated 23 post offices | Argus News