Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୁଜରାଟ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

ଗୁଜରାଟ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·2 years ago
ଗୁଜରାଟ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଗୁଜରାଟ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାନ୍ଧୀନଗରରେ ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେସନ କ୍ଲାରେଙ୍କୁ ଭେଟିଛନ୍ତି। 
ଏହି ଅବସରରେ ପ୍ରଥମ ଅଷ୍ଟ୍ରେଲିଆ ଇଣ୍ଡିଆ ଏଜୁକେସନ ଆଣ୍ଡ ସ୍କିଲ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା।

ଉଭୟ ମନ୍ତ୍ରୀ ପରସ୍ପରକୁ ଅଭିବାଦନ ଜଣାଇବା ସହ ଯୁବପିଢ଼ିଙ୍କୁ କୁଶଳୀ କରିବା ଦିଗରେ ଅଧିକ ଆଲୋଚନା କରିଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Union Education | Argus News