ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·1 year ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳ ୮ଟାରୁ ୯ଟା ଗ୍ରୀନପାର୍କରେ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପ୍ରଶାସନ ସହ କରିବେ ସମୀକ୍ଷା ବୈଠକ। ୧୦ଟାରୁ ସହରର ବିଭିନ୍ନ ମଣ୍ତପରେ ମହାମାୟୀଙ୍କ ଆଶିଷ ଲାଭ ପରେ ମା ସମଲେଶ୍ବରୀଙ୍କର କରିବେ ଦର୍ଶନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: