Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଜୋରଦାର

Banajyotshna Ray
Browse all articles by Banajyotshna Ray
·2 years ago
ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଜୋରଦାର

ଅର୍ଗସ ବ୍ୟୁରୋ:  ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଜୋରଦାର। ମାନେଶ୍ୱରରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ଆଜି ନିର୍ବାଚନ ପ୍ରଚାରକୁ ଯିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ଲୋକଙ୍କୁ ଭେଟି ଆଗମୀ ନିର୍ବାଚନରେ ବିଜେପି ଓ ମୋଦୀଙ୍କୁ ସମର୍ଥନ ଦେବା ପାଇଁ ଲୋକଙ୍କୁ ସମର୍ଥନ ମାଗୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାଖେଇ ଆସୁଛି ନିର୍ବାଚନ। ଯାହାକୁ ଦୃଷ୍ଟିରେ ରଖି ସବୁ ଦଳ ଭୋଟରଙ୍କ ପାଖକୁ ଯାଉଙଛନ୍ତି ନିଜ ନିଜ ମୁଦ୍ଦା ନେଇ। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ କିନ୍ତୁ ଭୋଟର ସତର୍କ ହେଲେଣି। ଏଥର କାହାକୁ ଜିତାଇବେ କାହାକୁ ହରାଇବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan's marathon campaign in Sambalpur | Argus News