Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Odisha

ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଜବାହାର ନବୋଦୟ ବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ଫୁଟବଲ ଫର ସ୍କୁଲ କାର୍ଯ୍ୟକ୍ରମରେ ଫୁଟବଲ ବଣ୍ଟନ କରିବେ କେନ୍ଦ୍ରମନ୍ତ୍ରୀ । ଅପରାହ୍ନ ୩ଟାରେ କଙ୍ଗୁଳାବେନ୍ତପୁରରେ ହେବାକୁ ଥିବା ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ଯୋଗଦେବେ।

ସନ୍ଧ୍ୟାରେ ନାଲକୋ ଗେଷ୍ଟ ହାଉସରେ ପହଞ୍ଚି ରାତ୍ରି ଯାପନ କରିବେ । ତେବେ ଗତକାଲି ପହଞ୍ଚିବା ପରେ ନାଲକୋ ଅତିଥି ଶାଳାରେ ରାତ୍ରି ଯାପନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଅତିଥି ଶାଳାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ କାର୍ଯ୍ୟକର୍ତ୍ତା ଓ ନାଲକୋର ବରିଷ୍ଠ ପଦାଧିକାରୀ । ୨୫ ତାରିଖରେ ଢେଙ୍କାନାଳ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Union Education | Argus News