ଆଜି ସୋଆ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 4 ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଦ୍ବିତୀୟ ଦିନରେ ସୋଆ ବିଶ୍ବ ବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ।
ଅଧିକ ପଢନ୍ତୁ : 'ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ'
ଏହାପରେ 2 ନମ୍ବର କ୍ୟାମ୍ପସ ଅଡିଟୋର୍ୟମରେ ସନ୍ଥ କବି ଭୀମ ଭୋଇଙ୍କ ଉପରେ ଆନ୍ତର୍ଜାତୀୟ ସେମିନାର ରେ ଯୋଗଦେବେ । ଅପରାହ୍ନରେ ନାବାର୍ଡ଼ ପକ୍ଷରୁ ଆୟୋଜିତ ଏଫପିଓ ମାନଙ୍କ ରାଜ୍ୟ ସ୍ତରୀୟ ସମ୍ମୀଳନୀରେ ମଧ୍ୟ ଯୋଗଦାନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: