Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ

Jitendra Dash
Browse all articles by Jitendra Dash
·2 years ago
ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶାହ । ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ  । ଏଠି ଆୟୁଷ୍ମାନ ଭାରତ ଲାଗୁ ହେଉନି, ବିଜେପି ଆସିଲେ ତୁରନ୍ତ ହେବ ।

ଅଧିକ ପଢନ୍ତୁ : ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍

ବିଜେପି ଆସିଲେ ୧୦୦ ଦିନରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ଅମିତ ଶାହ । ୫ ବର୍ଷ ମୋଦିଙ୍କୁ ଦିଅନ୍ତୁ, ଓଡ଼ିଶାରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି ହେବ ମଧ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ ଦିଅ' । ଏଥର ଓଡ଼ିଶାରେ ବିଜେପି ସରକାର କରିବା ସୁନିଶ୍ଚିତ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Amit Shah Targets BJD Government | Argus News