Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ । ମୋରଡା ନିର୍ବାଚନ ମଣ୍ଡଳୀ ଶୁଳିଆପଦାର ଚାଉଳଧଣିଆ ପଡିଆରେ ଜନସଭାରେ ଯୋଗ ଦେବେ ଅର୍ଜୁନ ମୁଣ୍ଡା । ଏହା ପରେ ଉଦଳା ଚନ୍ଦ୍ରପୁର ପଂଚାୟତର ହାତିମୋଡା ପଡିଆରେ ଆୟଜିତ ସଭା, ଯଶୀପୁର ଭଞ୍ଜକିଆ ଇଟାଗଡରେ ଆୟଜିତ ଜନସଭାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Arjun Munda's visit to Mayurbhanj | Argus News