Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋରଡ଼ା ଜନସଭାରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

Manini Pattanayak
Browse all articles by Manini Pattanayak
·2 years ago
ମୋରଡ଼ା ଜନସଭାରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ମୟୂରଭଞ୍ଜ : ମୟୂରଭଞ୍ଜ ମୋରଡ଼ା ଜନସଭାରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 25 ବର୍ଷର ଅପାରଗ ସରକାର ଲୋକଙ୍କୁ ମୌଳିକ ସୁବିଧା ଦେଇପାରିଲାନି । ଭଡ଼ାଟିଆଙ୍କୁ ଆଣି ଓଡ଼ିଶାର ନେତୃତ୍ଵ ଦେବାକୁ ଚେଷ୍ଟା, ଏହା ହେବାକୁ ଦେବାନି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଭଡ଼ାଟିଆ ମାଇକ୍ ଧରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରକ୍ସି ପକାଉଛି । ଦଳେ ଚୋର ସିନ୍ଧି କରିବାକୁ ବସିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ମୋରଡ଼ା ସଭା ପରେ ବାରିପଦାରେ ବିଶାଳ ରୋଡ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ୍‌ ସୋରେ ହଜାର ହଜାର ଲୋକ ସାମିଲ ହୋଇଥିଲେ  ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan attended the public meeting in Moranda, Mayurbhanj. | Argus News