Videos
|
Odisha

ଛେନାପୋଡ଼ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·2 years ago
ଛେନାପୋଡ଼ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଛେନାପୋଡ଼ ଦିବସ ପାଳିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଆଜି ଛେନା ପୋଡ଼ ଦିବସ ପାଳିବା ସହ ଛେନା ପୋଡ଼ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। 

ସମ୍ବଲପୁର ସ୍ଥିତ ବାସ ଭବନରେ ଛେନାପୋଡ଼ ଦିବସ ଅବସରରେ ଛେନା ପୋଡ଼ ଖାଇବା ସହ ଦଳୀୟ କର୍ମୀଙ୍କୁ ଛେନାପୋଡ଼ ଖୁଆଇ ଛେନା ପୋଡ଼ ଦିବସ ପାଳନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Union Minister Dharmendra | Argus News