Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ବାଲେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

Odisha

ଆଜି ବାଲେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ବାଲେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ବାଲେଶ୍ବର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲେଶ୍ବର ନସି ହେଲିପ୍ୟାଡ଼ରେ ପହଁଚିବା ପରେ ବାଇକ ରାଲି କରି ମାହେଶ୍ବରୀ ଭବନରେ ପହଁଚିବେ କେନ୍ଦ୍ରମନ୍ତ୍ରୀ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର ।

ଅଧିକ ପଢନ୍ତୁ : ବରଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର

ସେପଟେ କେନ୍ଦ୍ରାପଡ଼ାରେ ସାଧାରଣ ସଭାରେ ଯୋଗଦାନ କରିବାର ରହିଛି କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan is coming to Balasore today | Argus News