ଦେବଗଡ଼ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·2 years ago

ଅର୍ଗସ ବ୍ୟୁରୋ: ଦେବଗଡ଼ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳେ ଗୋପାଲଜୀ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ସ୍ବଚ୍ଛତା ଅଭିଯାନରେ ମନ୍ଦିର ପରିସରକୁ ଛାଡୁ ଧରି ସଫେଇ କରିଥିଲେ କେନ୍ଦ୍ରମନ୍ତ୍ରୀ । ନୂତନ ନିର୍ମାଣଧୀନ ହନୁମାନ ମନ୍ଦିର ପହଞ୍ଚି ଦର୍ଶନ କରିଥିଲେ । ଏହାପରେ ଚମ୍ପକେଶ୍ବର ମନ୍ଦିର ଯାଇ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ତଥା ଦେଶର ଶୁଭ ହେଉ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
