Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୋଟ୍‌ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

ଭୋଟ୍‌ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Manini Pattanayak
Browse all articles by Manini Pattanayak
·1 year ago
ଭୋଟ୍‌ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୋଟ୍‌ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ମତଦାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରତିକ୍ରିୟାରେ କହିଛନ୍ତି ଗଣତନ୍ତ୍ରର ଏହି ମହାପର୍ବରେ  ଭାଗ ନେଇଥିବାରୁ  ମୁଁ ନିଜକୁ ଭାଗ୍ୟଶାଳୀ  ମନେ କରୁଛି ।  ଏଥର ଓଡ଼ିଶାରେ ଏକ ନିର୍ଣ୍ଣାୟକ ନିର୍ବାଚନ ହେଉଛି।

ଏଥର ଓଡ଼ିଶାର ଜନତା ପରିବର୍ତ୍ତନମୁହାଁ ହୋଇଛନ୍ତି। ରାଜ୍ୟରେ  ବିଜେପି ସରକାର ଗଢିବ।  ଓଡ଼ିଶାରେ  ୨୧ରୁ ୨୧  ଲୋକସଭା  ସିଟ୍‌ରେ ବିଜେପି ଜିତିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan voted | Argus News