Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ

Swayangprajna Mishra
Browse all articles by Swayangprajna Mishra
·2 years ago
ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ

ଢେଙ୍କାନାଳ : ହେଲିକପ୍ଟର ଯୋଗେ ଅନୁଗୁଳରୁ ଢେଙ୍କାନାଳ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବତରଣ ପରେ ଢେଙ୍କାନାଳ ସ୍ଥିତ ସିଧ ବଳରାମ ଜୀଉ ମନ୍ଦିର ଅଭିମୁଖେ କେନ୍ଦ୍ରମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସହ ପୂଜାର୍ଚ୍ଚନା ପରେ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳ ଙ୍କ କାର୍ଯ୍ୟଳୟରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢନ୍ତୁ : ଏଥର ସମ୍ବଲପୁରରୁ ଧର୍ମେନ୍ଦ୍ର : ଓଡ଼ିଆଙ୍କ ସ୍ଵାଭିମାନ ଲାଗି କରିବେ ଲଢେଇ

ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ  ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କର ରହିଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra pradhan's grand road show in Dhenkanal | Argus News