Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନିକିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଦିନିକିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଦିନିକିଆ ସମ୍ବଲପୁର ଗସ୍ତ । ସକାଳୁ ତପସ୍ମିନୀ ଏକ୍ସପ୍ରେସରେ ସମ୍ବଲପୁର ପହଞ୍ଚିଵା ପରେ ଜିଲ୍ଲା ବିଜେପିର ପକ୍ଷରୁ କ୍ଷେତରାଜପୁର ରେଳ ଷ୍ଟେସନ ମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।

ଅଧିକ ପଢନ୍ତୁ : କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଆଜି ସମ୍ବଲପୁର ଲୋକସଭା କ୍ଷେତ୍ରରେ ସମ୍ବଲପୁର, କୁଚିଣ୍ତା ସହ ଦେବଗଡ ନିର୍ଵାଚନ ମଣ୍ତଳିରେ ବିଭିନ୍ନ ସରକାରୀ, ଦଳୀୟ କାର୍ଯ୍ୟକ୍ରମ ସହ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister one day visit to Sambalpur | Argus News