Videos
|
Odisha

 କୁଜଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ 

Manini Pattanayak
Browse all articles by Manini Pattanayak
·2 years ago
 କୁଜଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ 

ଭୁବନେଶ୍ୱର:  ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।  ପାରାଦ୍ଵୀପର କୁଜଙ୍ଗ ବିଜେପିର ସଙ୍କଳ୍ପ ସମାବେଶରେ ସ୍ମୃତି ଇରାନୀ ।  ଏହାପରେ  କେନ୍ଦ୍ରାପଡ଼ାର ଆଳି, ଏବଂ ବାଲେଶ୍ଵରର ରେମୁଣାରେ ସାଧାରଣ ସଭାରେ ଯୋଗ ଦେବେ  କେନ୍ଦ୍ର ମନ୍ତ୍ରୀ  ସ୍ମୃତି ଇରାନୀ। ସୁଭଦ୍ରା ଯୋଜନା ବିଷୟରେ ଓଡ଼ିଶାର ମାଆ ମାନଙ୍କୁ ଅବଗତ କରାଇବେ ସ୍ମୃତି ଇରାନୀ।  ତେବେ ଏହା ପୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି । 

ନରେନ୍ଦ୍ର ମୋଦୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ଓଡିଶା ଆସି ବିଜେପି ପାଇଁ ପ୍ରଚାର ଜାରି ରଖିଛନ୍ତି । ଆଉ ଏହି କ୍ରମରେ ଆଜି ଓଡିଶାରେ ପ୍ରଚାର ପାଇଁ   ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Union Minister Smriti Irani in Kujang | Argus News