Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବି କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ କ୍ୟାମ୍ପେନ୍, ଚାନ୍ଦବାଲିରେ ବିଶାଳ ରୋଡ଼ ସୋ'

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ବି କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ କ୍ୟାମ୍ପେନ୍, ଚାନ୍ଦବାଲିରେ ବିଶାଳ ରୋଡ଼ ସୋ'

ଅର୍ଗସ ବ୍ୟୁରୋ : ଆଜି ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ୍ କ୍ୟାମ୍ପେନ୍ । ସକାଳ ୧୦ଟାରେ ନିମାପଡ଼ା ଓ ଦିନ ୧୧ଟାରେ କାକଟପୁରରେ ସାଧାରଣସଭାରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହପରି ମଧ୍ୟାହ୍ନ ୧୨ଟାରେ  ପାରାଦ୍ବୀପ ଓ ପରେ ଜଗତସିଂହପୁର ସାଧାରଣସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ : ବ୍ଲାକରୋଜ ପ୍ରସଙ୍ଗ ଉଠାଇଲେ, ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ

ଦିନ ୨ଟାରେ ତିର୍ତ୍ତୋଲ ଓ ଧାମନଗରରେ ଜନସଭାକୁ କରିବେ ସମ୍ବୋଧନ। ପରେ ଅପରାହ୍ନ ୩ଟାରେ ଚାନ୍ଦବାଲିରେ ବିଶାଳ ରୋଡ଼ ସୋରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister's Marathon Campaign, Huge Road Show in Chandbali | Argus News