Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଛି ଅସ୍ବାଭାବିକ ମୃତ୍ୟୁ, ୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Swayangprajna Mishra
Browse all articles by Swayangprajna Mishra
·2 years ago
ବଢୁଛି ଅସ୍ବାଭାବିକ ମୃତ୍ୟୁ, ୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ରାଉରକେଲା : ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫ । ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଲା । ୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଅନ୍ୟମାନଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ ଜାରି ରହିଛି ।  

ଅଧିକ ପଢନ୍ତୁ : ସାଢେ ୬ ଘଣ୍ଟାରେ ୧୪ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ

ପୂର୍ବରୁ ରାଉଲକେଲାରେ ୧୪ ଜଣଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମଳିଥିଲା । ତେବେ ହିଟ ୱେଭରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unnatural deaths are increasing, the death toll has reached 35 | Argus News