Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ବାଲି ଚାଲାଣ, ମୁଣ୍ଡମାଳ ବାଲିଘାଟକୁ ନେଇ ଉତ୍ତେଜନା

Banajyotshna Ray
Browse all articles by Banajyotshna Ray
·2 years ago
ବେଆଇନ ବାଲି ଚାଲାଣ, ମୁଣ୍ଡମାଳ ବାଲିଘାଟକୁ ନେଇ ଉତ୍ତେଜନା

ଅର୍ଗସ ବ୍ୟୁରୋ:  ଧର୍ମଶାଳା ତହସିଲ ଅନ୍ତର୍ଗତ ମୁଣ୍ଡମାଳ ବାଲିଘାଟକୁ ନେଇ ଉତ୍ତେଜନା I ବାଲିଘାଟରେ ବେଆଇନ ବାଲି ଚାଲାଣ ଫଳରେ କେଲୁଅ ନଦୀରେ ଗଭୀର ଖାଲ ହେବା ଦ୍ୱାରା ସେହି ଖାଲରେ ଗତ ମେ 28ରେ ସୋମ୍ୟରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା I ବେଆଇନ ବାଲି ଚାଲାଣରେ ଗଭୀର ଖାଲ ହେବାଦ୍ୱାରା ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଜୁନ 3ରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ I ତଥାପି ବେଆଇନ ବାଲି ଉତ୍ତୋଳନ ଚାଲୁଥିବା ଅଭିଯୋଗ ହୋଇଛି। ବେଆଇନ ବାଲିଘାଟ ତୁରନ୍ତ ବନ୍ଦ କରିବାକୁ ଦାବି ଜୋର ଧରୁଛି I

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unrest over illegal sand mining | Argus News