Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷୀଙ୍କଠୁ କମ ଦାମରେ ଧାନ କିଣି ତାକୁ ମଣ୍ଡିରେ ବିକି ମାଲେମାଲ ଅସାଧୁ ବ୍ୟବସାୟୀ

Banajyotshna Ray
Browse all articles by Banajyotshna Ray
·2 years ago
ଚାଷୀଙ୍କଠୁ କମ ଦାମରେ ଧାନ କିଣି ତାକୁ ମଣ୍ଡିରେ ବିକି ମାଲେମାଲ ଅସାଧୁ ବ୍ୟବସାୟୀ

ଅର୍ଗସ ବ୍ୟୁରୋ: ଚାଷୀ ତାର ଅମଳ ଧାନକୁ ଉଚିତ ମୂଲ୍ୟରେ ବିକିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି। ହେଲେ କିଛି ଅସାଧୁ ବ୍ୟବସାୟୀ ଚାଷୀଙ୍କ ଠାରୁ କମ ଦାମରେ ଧାନ କିଣି ତାକୁ ଚାଷୀଙ୍କ ନାଁରେ ମଣ୍ଡିରେ ବିକି ମାଲେ ମାଲ ହେଉଛନ୍ତି । କୁଚିଣ୍ଡା ଅଞ୍ଚଳରେ ଧାନର କଳାବଜାରୀ ହେଉଥିବା ଓ ଚାଷୀ ଶୋଷଣର ଶିକାର ହେଉଥିବା ଖବର ପାଇ କୁଚିଣ୍ଡା ଉପଖଣ୍ଡ ଲପଡା ଗାଁରେ କୁଚିଣ୍ଡା ଉପଜିଲ୍ଲାପାଳ, ଯୋଗାଣ ବିଭାଗ,ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଚଢ଼ାଉ କରି ଦୁଇଟି ବେଆଇନ ଗଛିତ ଥିବା ହଜାର ହଜାର ବସ୍ତା ଧାନ ଗୋଦାମ ସିଲ କରିବା ସହ ୩ ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଛନ୍ତି। ଅନ୍ୟପଟେ ଚାଷୀ ଏହାକୁ ଖଣ୍ଡନ କରି ନିଜ ଧାନକୁ ବିକିବା ପାଇଁ ଗଛିତ ରଖିଥିବା ନେଇ କହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unscrupulous traders who buy rice at a lower price than the farmers and sell it in the market | Argus News