Videos
|
Odisha

କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ

Banajyotshna Ray
Browse all articles by Banajyotshna Ray
·1 year ago
କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ

ଅର୍ଗସ ବ୍ୟୁରୋ:  କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ। ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ହୋଇଲେ ମୋହିତ।ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା ରାଷ୍ଟ୍ରଦୂତ ଆଜି ସକାଳୁ ପୁରୀ ବେଳାଭୁମି ବୁଲିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା SDPO କୋଣାର୍କ ଆଇ ଆଇ ସି ସହ ୨ଜଣ ଅଫିସର  ସମେତ ଡଗ ସ୍ୱାର୍ଡ ମାଧ୍ୟମରେ ସୁରକ୍ଷା କରାଯାଇଛି। ସୂର୍ଯ୍ୟ ମନ୍ଦିର ର ନିଖୁଣ କାରୁକାର୍ଯ୍ୟ ଦେଖି ମୋହିତ ହୋଇଛନ୍ତି ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗର୍ସେଟ।ପ୍ରାୟ ୧ଘଣ୍ଟା ଧରି ବିଭିନ୍ନ କାରୁକାର୍ଯ୍ୟ ବୁଲିଦେଖିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Ambassador Eric Garcetti visit Konark Sun temple | Argus News