Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର କେମିଷ୍ଟ୍ରି ପ୍ରଶ୍ନପତ୍ର ଭାଇରାଲ

Odisha

ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର କେମିଷ୍ଟ୍ରି ପ୍ରଶ୍ନପତ୍ର ଭାଇରାଲ

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର କେମିଷ୍ଟ୍ରି ପ୍ରଶ୍ନପତ୍ର ଭାଇରାଲ

ଅର୍ଗସ ବ୍ୟୁରୋ:  ଯୁକ୍ତ ତିନି ପ୍ରଶ୍ନପତ୍ର ଭାଇରାଲ ! ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର କେମିଷ୍ଟ୍ରି ପ୍ରଶ୍ନପତ୍ର ଭାଇରାଲ । ଆଜି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଭାଇରାଲ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହା କେମିତି ହେଲା, କିଏ କଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
utkal university 6th Semester Chemistry Question Paper Viral | Argus News