Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି

Swayangprajna Mishra
Browse all articles by Swayangprajna Mishra
·1 year ago
ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି

ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି । ବାତ୍ୟା ନେଇ ଲୋକେ ଭୟଭୀତ ନହେବାକୁ ପରାମର୍ଶ । ପରିବା ବ୍ୟବସାୟୀ ମହାସଂଘର ସୂଚନା, ଅନ୍ୟ ରାଜ୍ୟରୁ ପରିବା ଆସିବାରେ ହେବନାହିଁ କୌଣସି ଅସୁବିଧା ।

ଅଧିକ ପଢନ୍ତୁ : " ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :- ମୁକେଶ ମହାଲିଙ୍ଗ

ସେପଟେ କଟକ ଛତ୍ରବଜ଼ାର ଅର୍ବାନ ହାଟରେ ନାହିଁ ନଥିବା ଭିଡ଼ । ଆଳୁ ଓ ପରିବା ଦର ଆକାଶ ଛୁଆଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vegetable price hike due to cyclone 'dana' | Argus News