Videos
|
Odisha

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ: ୨ଗିରଫ

Ritu Das
Browse all articles by Ritu Das
·2 years ago
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ: ୨ଗିରଫ

ଅର୍ଗସ ବ୍ୟୁରୋ: ଅବକାରୀ ବିଭାଗର ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ଟିକିରାପଡା ରାସ୍ତା ନିକଟରେ ଛକିବସିଥିଲେ ଆସୁଥିବା ଏକ ପିକଅପ୍ ଭ୍ୟାନକୁ ଯାଞ୍ଚ ବେଳେ ସେଠାରେ ୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ  କରିଛି I 

ଅଭିଯୁକ୍ତ ମାନେ ହେଲେ ମନୋଜ ବେହେରା ଓ ଅନନ୍ତ ଭୋଇ I ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି କୋଟଚାଲାଣ କରିଥିବା ଅବକାରୀ ବିଭାଗ ଅଧିକାରି ସୂଚନା ଦେଇଛନ୍ତି I

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vehicle seized | Argus News