Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଚାଲିଛି ଭିଡିଓ ସରକାର: ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟରେ ଚାଲିଛି ଭିଡିଓ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ବୌଦ୍ଧ କଣ୍ଟାମାଳରେ ବିଜେଡିକୁ ଜୋରଦାର ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଚାଲିଛି ଭିଡିଓ ସରକାର। ଗୁମାସ୍ତାଙ୍କ ହାତରେ ରାଜ୍ୟ ଶାସନର ରିମୋଟ୍ କଣ୍ଟ୍ରୋଲ ରହିଛି। ଓଡ଼ିଆ ଅସ୍ମିତା ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଖାଲି ଏତିକି ନୁହେଁ, ପ୍ରଣବ ପ୍ରକାଶ ଦାସଙ୍କୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । କଟାକ୍ଷ କରି କହିଛନ୍ତି, ସମ୍ବଲପୁରରେ ମୋ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଜଣେ କ୍ରିତଦାସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Video Govt in State: Dharmendra Pradhan | Argus News