Videos
|
Odisha

ବୃଦ୍ଧ ସ୍ୱାମୀଙ୍କୁ ଉଲଗ୍ନ କରି ପତ୍ନୀ ମାଡ଼ ମାରୁଥିବାର ଭିଡିଓ ଭାଇରାଲ 

Manini Pattanayak
Browse all articles by Manini Pattanayak
·2 years ago
ବୃଦ୍ଧ ସ୍ୱାମୀଙ୍କୁ ଉଲଗ୍ନ କରି ପତ୍ନୀ ମାଡ଼ ମାରୁଥିବାର ଭିଡିଓ ଭାଇରାଲ 

କେନ୍ଦ୍ରାପଡା: ବୃଦ୍ଧ ସ୍ୱାମୀଙ୍କୁ ଉଲଗ୍ନ କରି ପତ୍ନୀ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଳି ତହସିଲର ଅତିରିକ୍ତ ତହସିଲଦାର ଓ ଥାନା ଏସଆଇ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି l

ପ୍ରାୟ 5 ବର୍ଷ ହେବ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ବେଳେ ସେ ଶାରୀରିକ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ l ଶନିବାର ଦିନ ରାମଚନ୍ଦ୍ରଙ୍କୁ ତାଙ୍କ ପତ୍ନୀ ରୀନା ମଳିକ ଉଲଗ୍ନ ଅବସ୍ଥାରେ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରଲ ହେବା ପରେ ବୃଦ୍ଧଙ୍କୁ  ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତୀ କରିଛନ୍ତି ସ୍ଥାନୀୟ  କର୍ମଚାରୀ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Video of wife beating up old husband naked has gone viral | Argus News