Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

Banajyotshna Ray
Browse all articles by Banajyotshna Ray
·1 year ago
ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଅର୍ଗସ ବ୍ୟୁରୋ:  ଗିରଫ ହେଲେ ସୁବର୍ଣ୍ଣପୁର ସିଭିଲି ସପ୍ଲାଏ ଅଫିସର ସୁରେଶ କୁମାର ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ରେଡ୍ ସମୟରେ କୁବେର ବାବୁଙ୍କର ମିଳିଛି 2ଟି କୋଠା, 4 ଏକର ବିଶିଷ୍ଟ ଏକ ଫାର୍ମ ହାଉସ, ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ରେ 19ଟି ପ୍ଲଟ, 1 କୋଟି 72 ଲକ୍ଷ ଟଙ୍କାର ଡିପୋଜିଟ୍‍, ନଗଦ 1ଲକ୍ଷ 49 ହଜାର ଟଙ୍କା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance arrests accused of amassing assets beyond income | Argus News